Mass Suicide: କାହିଁକି ନେଲେ ଏଭଳି ନିଷ୍ପତ୍ତି, କାରଣ ଖୋଜୁଛି ପୋଲିସ୍
ଏହି ପରିବାର ବଗୋଦରା ବସଷ୍ଟାଣ୍ଡ ନିକଟରେ ଏକ ଭଡ଼ା ଘରେ ରହୁଥିଲେ। ସେମାନେ ବିଷ ପିଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ବଗୋଦରା ପୋଲିସ ଏବଂ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ।