Medical Education In Iran: କାଶ୍ମୀର ଛାତ୍ରଙ୍କ ମେଡିକାଲ ପଢିବା ପାଇଁ ପ୍ରଥମ ପସନ୍ଦ ଇରାନ, କଣ ରହିଛି ଏହା ପଛର କାରଣ

ବିଶେଷତଃ ଜମ୍ମୁ ଓ କାଶ୍ମୀରର ଛାତ୍ରଛାତ୍ରୀମାନେ ଇରାନରେ ମେଡିକାଲ୍ ଓ ଅନ୍ୟ ପ୍ରଫେସନାଲ୍ କୋର୍ସରେ ନାମ ଲେଖାଇଥାନ୍ତି । କମ୍ ଖର୍ଚ୍ଚରେ ପାଠପଢ଼ା ଓ ସାଂସ୍କୃତିକ ସାମଞ୍ଜସ୍ୟ ପାଇଁ କାଶ୍ମୀର ଛାତ୍ରଛାତ୍ରୀ ଇରାନର ବିଭିନ୍ନ ବିଶ୍ବବିଦ୍ୟାଳୟରେ ପଢ଼ିବାକୁ ପସନ୍ଦ କରିଥାନ୍ତି ।

Medical Education In Iran: କାଶ୍ମୀର ଛାତ୍ରଙ୍କ ମେଡିକାଲ ପଢିବା ପାଇଁ ପ୍ରଥମ ପସନ୍ଦ ଇରାନ, କଣ ରହିଛି ଏହା ପଛର କାରଣ
Array