Mental Health Awareness : ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ କେତେବେଳେ ନେବେ, ଜାଣନ୍ତୁ ସଠିକ୍ ଲକ୍ଷଣ

ଦୈନନ୍ଦିନ ଜୀବନ ଭିତରେ ଦିନେଅଧେ ମନ ଦୁଃଖ ହେବା କିମ୍ବା କାମ କରିବା ପାଇଁଁ ସ୍ପୃହା ନରହିବା ସାଧାରଣ କଥା, କିନ୍ତୁ କୌଣସି କାରଣ ନଥାଇ ଦିନଦିନ ଧରି ଏମିତି ଲାଗି ରହିବା, ମାନସିକ ସ୍ତରରେ ଅସହାୟ ଲାଗିବା କିମ୍ବା ଲମ୍ବା ସମୟ ପାଇଁ ଏକୁଟିଆ ଲାଗିବା ଆଦି ଜଣେ ବ୍ୟକ୍ତିର ମାନସିକ ସ୍ଵାସ୍ଥ୍ୟକୁ ନେଇ ଚେତାବନୀ ହୋଇପାରେ। ଚାଲନ୍ତୁ ଆଜି ଜାଣିବା ଏମିତି କିଛି ଲକ୍ଷଣ ବିଷୟରେ ଯେତେବେଳେ ମାନସିକ ରୋଗ ବିଶେଷଜ୍ଞଙ୍କ ସାହାଯ୍ୟ ନେବା ଜରୁରୀ ହୋଇ ପଡେ।

Mental Health Awareness : ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ କେତେବେଳେ ନେବେ, ଜାଣନ୍ତୁ ସଠିକ୍ ଲକ୍ଷଣ
Array