MGNREGA Scam: ଟଙ୍କା ହଡ଼ପ ପାଇଁ ନାରୀ ପାଲଟିଲେ ପୁରୁଷ, ଶାଢୀ ପିନ୍ଧି ଫଟୋ ଉଠାଇଲେ

MGNREGA ଟଙ୍କା ହଡ଼ପ ପାଇଁ ମହିଳା ବେଶଧାରୀ ପୁରୁଷଙ୍କ ଚାଲ୍ । ନିଜକୁ ସଜାଇଥିଲେ ନାରୀ ବେଶରେ । ଶାଢ଼ୀ ପିନ୍ଧି ଫଟୋ ଉଠାଇଥିଲେ । ଶେଷରେ ଧରାପଡ଼ିଗଲା ସବୁ ଚାଲ୍ ।

MGNREGA Scam: ଟଙ୍କା ହଡ଼ପ ପାଇଁ ନାରୀ ପାଲଟିଲେ ପୁରୁଷ, ଶାଢୀ ପିନ୍ଧି ଫଟୋ ଉଠାଇଲେ
Array