Migrant Labourers: ପିଠିରେ ଗରିବୀ ବୋଝ, ପେଟରେ ଭୋକର ଜ୍ୱାଳା! ରାତି ଅଧରେ ଦାଦନ ପରିବହନ

କିଏ ପରିବାରକୁ ସାଙ୍ଗରେ ନେଇଯାଉଛନ୍ତି ତ ଆଉ କିଏ ବୁଢ଼ା ବାପା, ମା’ଙ୍କୁ ଛାଡ଼ି ଦାଦନ ଯାଉଛନ୍ତି । କଣ୍ଟାବାଞ୍ଜି ରେଳ ଷ୍ଟେସନ ପ୍ଲାଟଫର୍ମରେ ଆଖି ଯେ ପର୍ଯ୍ୟନ୍ତ ପାଉଛି, ସେ ଯାଏଁ ଲମ୍ବିଛି ଦାଦନ ଶ୍ରମିକଙ୍କ ସୁଅ ।

Migrant Labourers: ପିଠିରେ ଗରିବୀ ବୋଝ, ପେଟରେ ଭୋକର ଜ୍ୱାଳା! ରାତି ଅଧରେ ଦାଦନ ପରିବହନ
Array