Milk Bath: ପ୍ରେମିକ ସହ ସ୍ତ୍ରୀ ଫେରାର, ଖୁସିରେ ଆତ୍ମହରା ସ୍ବାମୀ

ମାଣିକଙ୍କ ପତ୍ନୀ ତାଙ୍କ ପ୍ରେମିକ ସହିତ ଦୁଇ ଥର ଫେରାର ହୋଇଯାଇଥିଲେ। ପ୍ରଥମଥର ମାଣିକ ତାଙ୍କୁ ବୁଝାଇସୁଝାଇ ଘରକୁ ଫେରାଇ ଆଣିଥିଲେ। କିନ୍ତୁ କିଛି ଦିନ ପରେ ତାଙ୍କ ପତ୍ନୀ ପୁଣି ଥରେ ପ୍ରେମିକ ସହିତ ଫେରାର ହୋଇଯାଇଥିଲେ।

Milk Bath: ପ୍ରେମିକ ସହ ସ୍ତ୍ରୀ ଫେରାର, ଖୁସିରେ ଆତ୍ମହରା ସ୍ବାମୀ
Array