Minister's Bizarre Remark: ମୋଦି-ଶାହ ମୋତେ ବୋମା ଦିଅ ପାକିସ୍ତାନ ଯିବି, ପାକିସ୍ତାନକୁ ଉଡ଼ାଇଦେବି

ମୋଦି ଶାହ ମୋତେ ବୋମା ଦିଅ ପାକିସ୍ତାନ ଯିବି । ପୁରା ପାକିସ୍ତାନକୁ ଉଡାଇଦେବି । ଜଣେ ମନ୍ତ୍ରୀ ଭାବେ ପଣ କରୁଛି ପାକିସ୍ତାନ ସହ ଯୁଦ୍ଧ କରିବି । ଏମିତି କିଛି ବୟାନ ରଖି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କର୍ଣ୍ଣାଟକର ଜଣେ ମନ୍ତ୍ରୀ ।

Minister's Bizarre Remark: ମୋଦି-ଶାହ ମୋତେ ବୋମା ଦିଅ ପାକିସ୍ତାନ ଯିବି, ପାକିସ୍ତାନକୁ ଉଡ଼ାଇଦେବି
Array