Miscreants Attack Youth With Weapons, Gun Over Minor Dispute in Rourkela
#ହେଲା_ବଚସା_ଫୁଟିଲା_ଗୁଳି ସାମାନ୍ୟ ବଚସାରୁ ଫୁଟିଲା ଗୁଳି। ଷ୍ଟିଲ ସିଟି ରାଉରକେଲାରେ ଘଟିଛି ଏ ଅଘଟଣ। କିଛି ଦୁର୍ବୁତ୍ତ ଜଣେ ଯୁବକକୁ ମାରଣାସ୍ତ୍ର ଆକ୍ରମଣ ଏବଂ ବନ୍ଧୁକରେ ଦୁଇ ରାଉଣ୍ଡ ଗୁଳି ମାଡ଼ କରି ଫେରାର ହୋଇ ଯାଇଛନ୍ତି। #Firing #R
#ହେଲା_ବଚସା_ଫୁଟିଲା_ଗୁଳି
ସାମାନ୍ୟ ବଚସାରୁ ଫୁଟିଲା ଗୁଳି। ଷ୍ଟିଲ ସିଟି ରାଉରକେଲାରେ ଘଟିଛି ଏ ଅଘଟଣ। କିଛି ଦୁର୍ବୁତ୍ତ ଜଣେ ଯୁବକକୁ ମାରଣାସ୍ତ୍ର ଆକ୍ରମଣ ଏବଂ ବନ୍ଧୁକରେ ଦୁଇ ରାଉଣ୍ଡ ଗୁଳି ମାଡ଼ କରି ଫେରାର ହୋଇ ଯାଇଛନ୍ତି। #Firing #R