Missile Tests: ଦୁଇଟି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ଶକ୍ତିଶାଳୀ ହେଉଛି ଭାରତ

ଗତକାଲି ରାତି ୮ଟା ୩୫ ମିନିଟରେ ଏହାର ପରୀକ୍ଷଣ କରାଯାଇଛି । ପୃଥ୍ୱୀର ଲକ୍ଷ୍ୟଭେଦ କ୍ଷମତା ୩୫୦ ରୁ ୫୦୦ କିଲୋମିଟର ହୋଇଥିବା ବେଳେ, ଏହାର ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ରହିଛି।

Missile Tests: ଦୁଇଟି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ଶକ୍ତିଶାଳୀ ହେଉଛି ଭାରତ
Array