MLA Second Marriage: ଦ୍ୱିତୀୟ ବିବାହ କରି ଦଳରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ

ଉତ୍ତରାଖଣ୍ଡର ହରିଦ୍ୱାରର ଜ୍ୱାଲାପୁରର ପୂର୍ବତନ ବିଧାୟକ ସୁରେଶ ରାଠୋର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ନ ଦେଇ ଦ୍ୱିତୀୟ ବିବାହ କରିଥିବାରୁ ବିଜେପି ତାଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ କରିଛି ।

MLA Second Marriage: ଦ୍ୱିତୀୟ ବିବାହ କରି ଦଳରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ
Array