Modi Odisha Visit: କ୍ରୋଏସିଆରୁ ଆଜି ଫେରିବେ ପ୍ରଧାନମନ୍ତ୍ରୀ: ଆସନ୍ତା କାଲି ଓଡ଼ିଶା ଗସ୍ତ, ଜାଣନ୍ତୁ କଣ ରହିବ ଟ୍ରାଫିକ ରୁଟ
ବିମାନବନ୍ଦରରୁ ଜନତା ମଇଦାନ ସଭାସ୍ଥଳୀ ଯାଏ ହେବ ରୋଡ ଶୋ' । ପରେ ଅପରାହ୍ନ ସାଢେ ପାଞ୍ଚଟା ଯାଏ ଜନତା ମଇଦାନରେ ହେବାକୁ ଥିବାର ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବରେ ସେ ଉପସ୍ଥିତ ରହିବେ । ପରେ ୫ଟା ୫୦ ମିନିଟରେ ଭୁବନେଶ୍ବର ବିମାନବନ୍ଦରରୁ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ପ୍ରଧାନମନ୍ତ୍ରୀ ମୋଦି ।