Monalisa: ମୋନାଲିସାଙ୍କ ଲୁକ୍ ଦେଖି ହୃଦୟ ହାରିଲେ ପ୍ରଶଂସକ
ଭୋଜପୁରୀ କ୍ୱିନ୍ ମୋନାଲିସାଙ୍କ ନାଁ ସୁନ୍ଦରୀମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ଯିଏକି ତାଙ୍କ କାମ ସହିତ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ସକ୍ରିୟ। ସମ୍ପ୍ରତି ଅଭିନେତ୍ରୀ ତାଙ୍କର କିଛି ଫଟୋକୁ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଏହା ବର୍ତ୍ତମାନ ବହୁତ ଭାଇରାଲ ହେବାରେ ଲାଗିଛି।