Monster Fish: ମହାନଦୀରୁ ମିଳିଲା ରାକ୍ଷସ ମାଛ...ପାଖକୁ ଗଲେ ଗିଳି ଦେବ, ଓଜନ...
ମହାନଦୀରେ ମତ୍ସ୍ୟଜୀବୀ ମାନେ ମାଛ ମାରୁଥିବା ସମୟରେ ଏହି ୬ ଫୁଟ ଲମ୍ବ ଓ ୧ କୁଇଟାଂଲର ଓଜନର ବୋଦା ମାଛ ଜାଲରେ ପଡିଥିଲା। ଏହାକୁ ୪ଜଣ ମତ୍ସ୍ୟଜୀବୀ ଧରି ବହୁ କଷ୍ଟରେ କୂଳକୁ ଆଣିଥିଲେ। ବିଶାଳ ମାଛ ହୋଇଥିବାରୁ ଏହା ମଣିଷଙ୍କୁ ମଧ୍ୟ ମାରି ଦେବାର କ୍ଷମତା ରଖିଛି ବୋଲି କହିଛନ୍ତି ଏହାକୁ ଧରିଥିବା ମତ୍ସ୍ୟଜୀବୀ ।