Morning Rain Brings Relief to Twin City from Intense Heatwave
#ଟୁଇନ୍_ସିଟିରେ_ପ୍ରବଳ_ବର୍ଷା ଅସହ୍ୟ ଗରମରେ କଲବଲ ହେଉଥିବା ରାଜ୍ୟବାସୀଙ୍କୁ ମିଳିଛି ଆଶ୍ବସ୍ତି । ଟୁଇନ୍ ସିଟିରେ ସକାଳୁ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଆଗାମୀ ଦୁଇ ଘଣ୍ଟାରେ କାଳବୈଶାଖୀ ହେବା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ । R
#ଟୁଇନ୍_ସିଟିରେ_ପ୍ରବଳ_ବର୍ଷା
ଅସହ୍ୟ ଗରମରେ କଲବଲ ହେଉଥିବା ରାଜ୍ୟବାସୀଙ୍କୁ ମିଳିଛି ଆଶ୍ବସ୍ତି । ଟୁଇନ୍ ସିଟିରେ ସକାଳୁ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଆଗାମୀ ଦୁଇ ଘଣ୍ଟାରେ କାଳବୈଶାଖୀ ହେବା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ ।
R