Most polluted City: ବିଶ୍ବର ପ୍ରଦୂଷିତ ସହର ତାଲିକାରେ ଭାରତର ୧୩ ସହର, ଏଠାରେ ନିଶ୍ବାସ ନେବା ବି କଷ୍ଟକର

୨୦୨୪ ତୁଳନାରେ ଭାରତରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇଛି। ୨୦୨୩ରେ ଭାରତ ପ୍ରଦୂଷିତ ରାଷ୍ଟ୍ର ମାନଙ୍କ ମଧ୍ୟରେ ୩ ନମ୍ବର ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନ ୨ଟି ସ୍ଥାନ ଉପରକୁ ଉଠିଛି। ଭାରତରେ ପ୍ରଦୂଷଣ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଦେଶ ସବୁଠାରୁ ଅଧିକ ପ୍ରଦୂଷିତ ରାଷ୍ଟ୍ର ତାଲିକାର ପଞ୍ଚମ ସ୍ଥାନରେ ରହିଛି।

Most polluted City: ବିଶ୍ବର ପ୍ରଦୂଷିତ ସହର ତାଲିକାରେ ଭାରତର ୧୩ ସହର, ଏଠାରେ ନିଶ୍ବାସ ନେବା ବି କଷ୍ଟକର
Array