Mother Died: ପୁଅକୁ ଝୁରୁଥିଲା ମା’, କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖିଯାଇଥିଲା...ଶେଷରେ ଘଟିଗଲା ଏମିତି
ରାଜବୀରଙ୍କ ମୃତ୍ୟୁ ପରେ ପରିବାର ଲୋକ ଦୁଃଖରେ ଥିଲେ । ଶନିବାର ଦିନ ରାଜବୀରଙ୍କ ମା’ ବିଜୟଲକ୍ଷ୍ମୀ ବ୍ରାହ୍ମଣ ଭୋଜନ ପାଇଁ ସକାଳେ ଶୀଘ୍ର ଉଠି ନିଜେ ରନ୍ଧାବଢ଼ା କରିଥିଲେ । ବିକାନେରରୁ କିଛି ସଂପର୍କୀୟ ବି ଘରକୁ ଆସିଥିଲେ ।