MP Baijayant Panda Reviews Mega Drinking Water Project in Kendrapara’s Aul

#ଆଳିରେ_ବୈଜୟନ୍ତ କେନ୍ଦ୍ରାପଡ଼ାର ଆଳି ଗସ୍ତରେ ସାଂସଦ ବୈଜୟନ୍ତ ପଣ୍ଡା । ପ୍ରଥମେ ଆଳିରେ ସାଂସଦ ବୈଜୟନ୍ତ ପଣ୍ଡା ପହଞ୍ଚିବା ପରେ କଳସପୁର ପଂଚାୟତକୁ ଗସ୍ତ କରିଥିଲେ । ସେଠାରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପକାର୍ଯ୍ୟର ସମୀକ୍ଷା କରିବେ