Mumbai Indians: ବ୍ୟାଟିଂ ଓ ପେସ ବୋଲିଂ ମୁମ୍ବାଇ ଇଣ୍ଡିଆନ୍ସର ଶକ୍ତି
ଯଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ ଓ ଦୀପକ ଚହରଙ୍କ ବୋଲିଂ ତ୍ରିମୂର୍ତ୍ତି ପେସ୍ ଆକ୍ରମଣକୁ ଅତ୍ୟନ୍ତ ପ୍ରଭାବଶାଳୀ କରିଛି। ବୁମରାଙ୍କ ଡେଥ ଓଭର ଦକ୍ଷତା, ବୋଲ୍ଟଙ୍କ ସୁଇଙ୍ଗ ଓ ଚହରଙ୍କ ପାୱାର ପ୍ଲେର ବୋଲିଂ ପ୍ରତିପକ୍ଷ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ। ହାର୍ଦ୍ଦିକ ପାଣ୍ଡ୍ୟା ଚତୁର୍ଥ ପେସର ଭାବେ ବିଭିନ୍ନତା ଯୋଗ କରନ୍ତି।