Mumbai: ଅଟୋ ଭିତରେ ନାବାଳକ ଉପରକୁ ଛାଡିଦେଲେ ପିଟ୍ ବୁଲ୍, କୁକୁର କାମୁଡିବା ବେଳେ ମଜା ଉଠାଇଲେ କୁକୁରର ମାଲିକ

ମୁମ୍ବାଇରେ ଜଣେ ବ୍ୟକ୍ତି ଜଣେ ୧୧ ବର୍ଷୀୟ ନାବାଳକ ପାଖକୁ ଏକ ପିଟ୍‌ ବୁଲ୍‌ କୁକୁର ଛାଡିଦେବା ପରେ ଅଟୋ ଭିତରେ କୁକୁରଟି ଆକ୍ରମଣ କରି ନାବାଳକଟିକୁ କାମୁଡ଼ି ଦେଇଥିଲା। କିନ୍ତୁ ପିଲାଟିକୁ ବଞ୍ଚାଇବା ବଦଳରେ କୁକୁରର ମାଲିକ ହସୁଥିବାର ଦେଖାଦେଇଛି।

Mumbai: ଅଟୋ ଭିତରେ ନାବାଳକ ଉପରକୁ ଛାଡିଦେଲେ ପିଟ୍ ବୁଲ୍, କୁକୁର କାମୁଡିବା ବେଳେ ମଜା ଉଠାଇଲେ କୁକୁରର ମାଲିକ
Array