Murder: ଦୋକାନ ଆଗରେ ହେଲା ଯୁକ୍ତିତର୍କ, କାର୍ ଚଢ଼ାଇ ମାଆ ସାମନାରେ ମାରିଦେଲା ଯୁବକଙ୍କୁ
ଚିକେନ ଦୋକାନ ନିକଟରେ ଦୁଇଜଣଙ୍କର ବଚସା ହୋଇଥିଲା । ତା ପରେ ରାକେଶ ମାଆଙ୍କ ସହ ଚାଲି ଚାଲି ଘରକୁ ଯାଉଥିଲେ । ମାଆପୁଅ ଚାଲି ଚାଲି ଯିବା ବେଳେ ଅଭିଯୁକ୍ତ ଆକିଲ୍ ଏକ କାରରେ ଆସି ପ୍ରଥମେ ରାକେଶଙ୍କୁ ଧକ୍କା ଦେଇଥିଲା । ରାକେଶ ତଳେ ପଡିଯିବା ପରେ ପ୍ରଥମେ ଆଗ ଚକ ଓ ପରେ ପଛ ଚକ ଚଢ଼ାଇ ଦେଇଥିଲା ।