Myanmar Earthquake: ମୃତ୍ୟୁସଂଖ୍ୟା ଟପିପାରେ ୧୦ ହଜାର, ଭାରତ ପଠାଇଲା ସହାୟତା ସାମଗ୍ରୀ

ଏଯାଏଁ ୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭୂମିକମ୍ପରେ ୨ ହଜାର ୩ ଶହରୁ ଅଧିକ ଆହତ ହୋଇଛନ୍ତି । ଏବେ ବି ଧ୍ବଂସାବଶେଷ ତଳେ ଆହୁରି ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।

Myanmar Earthquake: ମୃତ୍ୟୁସଂଖ୍ୟା ଟପିପାରେ ୧୦ ହଜାର, ଭାରତ ପଠାଇଲା ସହାୟତା ସାମଗ୍ରୀ
Array