Mystery Blaze Sparks Panic: ବସେଇ ଉଠେଇ ଦେଉନି ନିଆଁ; ଚାହୁଁ ଚାହୁଁ ଜଳି ଯାଉଛି

ଆପେ ଆପେ ବାହାରୁଛି ଧୂଆଁ। ଦେଖୁ ଦେଖୁ ଲାଗୁଛି ନିଆଁ। ଘରେ ନିଆଁ, ବାହାରେ ନିଆଁ। ଯୁଆଡେ ଚାହିଁବ ସିଆଡେ କେବଳ ନିଆଁ। ଦାଉ ଦାଉ ହୋଇ ଜଳି ଯାଉଛି ଲୁଗାପଟା। ପୋଡି ପାଉଁଶ ହୋଇଯାଉଛି ଘରର ଆସବାବପତ୍ର। ହୁତୁ ହୁତୁ ହୋଇ ସବୁ ଜଳି ଯାଉଛି।

Mystery Blaze Sparks Panic: ବସେଇ ଉଠେଇ ଦେଉନି ନିଆଁ; ଚାହୁଁ ଚାହୁଁ ଜଳି ଯାଉଛି
Array