Naba Das IT Raid: ନବ ଦାସଙ୍କ ଘରେ IT ରେଡ, ଏକାଥରେ ୨୦ ସ୍ଥାନରେ ଚଢାଉ

ଏକାଥରକେ ୨୦ରୁ ଅଧିକ ସ୍ଥାନରେ ଏହି ରେଡ କରାଯାଇଛି। ଝାରସୁଗୁଡା, ସମ୍ବଲପୁର ଓ ଭୁବନେଶ୍ବର ଭଳି ସ୍ଥାନରେ ଏହି ରେଡ କରାଯାଇଥିବା ଜଣା ପଡିଛି।

Naba Das IT Raid: ନବ ଦାସଙ୍କ ଘରେ IT ରେଡ, ଏକାଥରେ ୨୦ ସ୍ଥାନରେ ଚଢାଉ
Array