Nagpur girl critically injured: କାଳ ସାଜିଲା ଜିପଲାଇନ୍ ଆକ୍ଟିଭିଟି, ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ପରିବାର ଲୋକେ

ଜୁନ ୮ରେ ମନାଲିରେ ଜିପଲାଇନ୍ ଆକଟିଭିଟି କରୁଥିବା ବେଳେ ପାଖାପାଖି ୩୦ ଫୁଟ ତଳକୁ ଖସିପଡିଥିଲେ ତ୍ରିଶା । ଏତେ ଉଚ୍ଚରୁ ଖସିବା କାରଣରୁ ତାଙ୍କ ଗେ।ଡରେ ଫ୍ୟାକଚର ହେ।ଇଛି ।

Nagpur girl critically injured: କାଳ ସାଜିଲା ଜିପଲାଇନ୍ ଆକ୍ଟିଭିଟି, ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ପରିବାର ଲୋକେ
Array