Nandu Babu Controversy: ପୁଣି ବିବାଦରେ ନାଣ୍ଡୁ ବାବୁ: ଯାତ୍ରା ଅଭିନେତ୍ରୀଙ୍କ ସାଂଘାତିକ ଅଭିଯୋଗ, ମୋତେ ଲୋକ ଲଗାଇ...

ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳଙ୍କ ନାଁରେ ଜଣେ ଯାତ୍ରା ଅଭିନେତ୍ରୀ ମାମୁନୀ ଷଡ଼ଙ୍ଗୀ ତାଙ୍କୁ ଲୋକ ଲଗାଇ ମାଡ଼ ମାରିଥିବା ନେଇ ଅଭିଯୋଗ ଆଣିଛନ୍ତି । ତେବେ ମାମୁନୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ନାଣ୍ଡୁ ବାବୁ । ମାମୁନୀ ମିଛ କହୁଛନ୍ତି ବୋଲି ସେ କହିଛନ୍ତି ।

Nandu Babu Controversy: ପୁଣି ବିବାଦରେ ନାଣ୍ଡୁ ବାବୁ: ଯାତ୍ରା ଅଭିନେତ୍ରୀଙ୍କ ସାଂଘାତିକ ଅଭିଯୋଗ, ମୋତେ ଲୋକ ଲଗାଇ...
Array