National Farmer’s Day 2024: ଚାଷୀ କିପରି ହେବେ ଆତ୍ମନିର୍ଭରଶୀଳ; ଆସନ୍ତୁ ଜାଣିବା…

ଚାଷୀଙ୍କୁ ସମ୍ମାନ ଦେବା ନେଇ ପ୍ରତିବର୍ଷ ୨୩ ଡିସେମ୍ବରରେ ‘ଜାତୀୟ କୃଷକ ଦିସବ’ ପାଳନ କରାଯାଏ। ଏହି ଦିନଟି ବିଶେଷ ଭାବରେ ଭାରତର କୃଷକମାନଙ୍କ ପାଇଁ ଉତ୍ସର୍ଗୀକୃତ, ଯେଉଁମାନେ ଦେଶର ଅର୍ଥନୀତି ଏବଂ ଖାଦ୍ୟ ନିରାପତ୍ତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।

National Farmer’s Day 2024: ଚାଷୀ କିପରି ହେବେ ଆତ୍ମନିର୍ଭରଶୀଳ; ଆସନ୍ତୁ ଜାଣିବା…
Array