Naveen patnaik house arrest: ନବୀନଙ୍କୁ ଗୃହବନ୍ଦୀ କରି ରଖିଛନ୍ତି ବିଜେଡିର ମୁଖ୍ୟ ପରାମର୍ଶଦାତା - ନରସିଂହ ମିଶ୍ର
ୱକଫ ବିଲରେ ବିଜେଡିର ସ୍ପ୍ଲିଟ୍ ଭୋଟିଂ ନେଇ ମୁହଁ ଖୋଲିଛନ୍ତି ଆଉ ଜଣେ ନେତା। ଶନିବାର ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ପରୋକ୍ଷରେ ପାଣ୍ଡିଆନଙ୍କ ଆଡକୁ ଇଙ୍ଗିତ କରିଥିବା ବେଳେ ରବିବାର ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ନାଁ ନନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି।