Naveen Patnaik: କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ବଡ଼ ବୟାନ; କହିଲେ, ନବୀନ ଓ ନୀତିଶଙ୍କୁ ମିଳୁ ଭାରତରତ୍ନ

କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂଙ୍କ ବଡ଼ ବୟାନ । ନିଜ ସଂସଦୀୟ କ୍ଷେତ୍ର ବେଗୁସରାଇରେ ବଡ଼ ମନ୍ତବ୍ୟ ରଖିଲେ । ନବୀନ ପଟ୍ଟନାୟକ ଓ ନୀତିଶ କୁମାରଙ୍କୁ ଭାରତରତ୍ନ ମିଳୁ କହିଲେ।

Naveen Patnaik: କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ବଡ଼ ବୟାନ; କହିଲେ, ନବୀନ ଓ ନୀତିଶଙ୍କୁ ମିଳୁ ଭାରତରତ୍ନ
Array