Naveen Patnaik: ନବୀନଙ୍କ ତଣ୍ଟିରେ କାର୍ଯ୍ୟକାରିଣୀ କମିଟି କଣ୍ଟା

ଛିଡୁନି ବିଜେଡି ଅଙ୍କ । ସ୍ଥିତି ଅଧିକ ଗୋଳମାଳିଆ । ବରିଷ୍ଠ ନେତାଙ୍କୁ ନେଇ ନବୀନଙ୍କ ବୈଠକ । ଦଳ ଭିତରେ ଛକାପଞ୍ଝା । ନବମ ଥର ଲାଗି ନବୀନ ସଭାପତି ଭାବେ ନିର୍ବାଚିତ ହେବା ପରେ ବି ବିଚ୍ଛୁରିତ ଅବସ୍ଥାରେ ସଂଗଠନ ।

Naveen Patnaik: ନବୀନଙ୍କ ତଣ୍ଟିରେ କାର୍ଯ୍ୟକାରିଣୀ କମିଟି କଣ୍ଟା
Array