Navy Day Celebration: କମ୍ପିବ ବ୍ଲୁ ଫ୍ଲାଗ୍ ବିଚ୍; ବିଶ୍ୱ ଦେଖିବ ଭାରତୀୟ ନୌସେନାର ବୀରତ୍ୱ ଓ ପରାକ୍ରମ

ଆଜି ବିଶ୍ବ ଦେଖିବ ଭାରତୀୟ ନୌସେନାର ବୀରତ୍ବ ଓ ପରାକ୍ରମ। ଆକର୍ଷଣୀୟ ପରେଡରେ କମ୍ପିବ ବ୍ଲୁ ଫ୍ଲାଗ୍ ବିଚ୍। ଜଳ, ସ୍ଥଳ ଓ ଆକାଶ ପଥରେ ଜଲୱା ଦେଖାଇବେ ନୌସେନାର ଯବାନ।

Navy Day Celebration:  କମ୍ପିବ ବ୍ଲୁ ଫ୍ଲାଗ୍ ବିଚ୍; ବିଶ୍ୱ ଦେଖିବ ଭାରତୀୟ ନୌସେନାର ବୀରତ୍ୱ ଓ ପରାକ୍ରମ
Array