NEET-UG ରେ ଅନିୟମିତତା ମାମଲା: ସିବିଆଇ ଯାଞ୍ଚ ନିର୍ଦ୍ଦେଶ

ନୁଆଦିଲ୍ଲୀ,୨୨ା୬: ସ୍ନାତକୋତ୍ତର ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ପାଇଁ NEET ପରୀକ୍ଷା ପରିଚାଳନାରେ ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ଉପରେ କେନ୍ଦ୍ର ସରକାର ଶନିବାର ସିବିଆଇ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ NEET ପରୀକ୍ଷାକୁ ନେଇ ଅନିୟମିତତା / ପ୍ରତାରଣା / ଛଦ୍ମନାମ / ଅସଦାଚରଣର କେତେକ ମାମଲା ରିପୋର୍ଟ କରାଯାଇଛି ଏବଂ ପରୀକ୍ଷା ପ୍ରକ୍ରିୟା ପରିଚାଳନାରେ ସ୍ୱଚ୍ଛତା ପାଇଁ ମନ୍ତ୍ରଣାଳୟ କହିଛି। ଏକ ସମୀକ୍ଷା ପରେ […] The post NEET-UG ରେ ଅନିୟମିତତା ମାମଲା: ସିବିଆଇ ଯାଞ୍ଚ ନିର୍ଦ୍ଦେଶ appeared first on Dharitri Odia News.

NEET-UG ରେ ଅନିୟମିତତା ମାମଲା: ସିବିଆଇ ଯାଞ୍ଚ ନିର୍ଦ୍ଦେଶ

ନୁଆଦିଲ୍ଲୀ,୨୨ା୬: ସ୍ନାତକୋତ୍ତର ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ପାଇଁ NEET ପରୀକ୍ଷା ପରିଚାଳନାରେ ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ଉପରେ କେନ୍ଦ୍ର ସରକାର ଶନିବାର ସିବିଆଇ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ NEET ପରୀକ୍ଷାକୁ ନେଇ ଅନିୟମିତତା / ପ୍ରତାରଣା / ଛଦ୍ମନାମ / ଅସଦାଚରଣର କେତେକ ମାମଲା ରିପୋର୍ଟ କରାଯାଇଛି ଏବଂ ପରୀକ୍ଷା ପ୍ରକ୍ରିୟା ପରିଚାଳନାରେ ସ୍ୱଚ୍ଛତା ପାଇଁ ମନ୍ତ୍ରଣାଳୟ କହିଛି। ଏକ ସମୀକ୍ଷା ପରେ ଶିକ୍ଷା ଏକ ବ୍ୟାପକ ତଦନ୍ତ ପାଇଁ ସିବିଆଇକୁ ନ୍ୟସ୍ତ କରିବାକୁ ନିଷ୍ପତ୍ତି ନେଇଛି।

The post NEET-UG ରେ ଅନିୟମିତତା ମାମଲା: ସିବିଆଇ ଯାଞ୍ଚ ନିର୍ଦ୍ଦେଶ appeared first on Dharitri Odia News.