New Deplomatic Situation: ଭାରତ ପାଇଁ ସତର୍କବାଣୀ, ବାଂଲାଦେଶ ସେନାକୁ ଟ୍ରେନିଂ ଦେବ ପାକିସ୍ତାନ

ଦିନେ ପାକିସ୍ତାନଠାରୁ ଅଲଗା ହେବାକୁ ଭାରତର ସହାୟତା ନେଇଥିଲା ବାଂଲାଦେଶ। ଭାରତ ସହଯୋଗରେ ବିଶ୍ୱ ମାନଚିତ୍ର ସୃଷ୍ଟି ହୋଇଥିଲା ଏକ ନୂଆ ଦେଶ ବାଂଲାଦେଶ। ବାଂଲାଦେଶ ମୁକ୍ତି ଆନ୍ଦୋଳନ ବେଲେ ପାକିସ୍ତାନ ସେନା ୩୦ ଲକ୍ଷ ବାଂଲାଦେଶୀଙ୍କୁ ହତ୍ୟା କରିଥିଲେ। ଏବେ ସେଇ ପାକିସ୍ତାନର ଶରଣ ପଶିଛି ବାଂଲାଦେଶ।

New Deplomatic Situation: ଭାରତ ପାଇଁ ସତର୍କବାଣୀ, ବାଂଲାଦେଶ ସେନାକୁ ଟ୍ରେନିଂ ଦେବ ପାକିସ୍ତାନ
Array