New Year 2024: ନୂଆବର୍ଷକୁ ନିଜ ନିଜ ଢଙ୍ଗରେ ସ୍ୱାଗତ କଲେ ଏହି ସେଲିବ୍ରେଟିଜ୍

ନୂଆବର୍ଷ ୨୦୨୪ ଆରମ୍ଭ ହୋଇଯାଇଛି। ନୂଆ ବର୍ଷ ସହିତ ବି ଟାଉନ୍ ସେଲିବ୍ରେଟିମାନଙ୍କର ନୂଆ ପାର୍ଟିର ଫଟୋ ମଧ୍ୟ ସାମ୍ନାକୁ ଆସିଛି। କେହି କେହି ସେମାନଙ୍କ ପରିବାର ସହିତ ସମୟ ବିତାଇଥିବାବେଳେ ଆଉ କେହି ସେମାନଙ୍କ ପାର୍ଟନର୍‌ମାନଙ୍କ ସହିତ ନୂଆବର୍ଷକୁ ସ୍ୱାଗତ କରିଛନ୍ତି। ସେ କରୀନା କପୁର ଖାନ ହୁଅନ୍ତୁ କି ମଲାଇକା ଅରୋରା, ବି-ଟାଉନ ସେଲିବ୍ରେଟିମାନେ ନୂଆବର୍ଷକୁ ଖୁବ୍‌ ମଜ୍ଜା-ମଉଜ କରିଛନ୍ତି। ତେବେ ଆସନ୍ତୁ ଏହିସବୁ ବଲିଉଡ୍‌ ସେଲିବ୍ରେଟିମାନଙ୍କ ନୂଆ ପାର୍ଟିର ଫଟୋ ଦେଖିନେବା।