NH-26 Construction Completion Delayed, Heavy Rains Cause Severe Traffic Jams
#କେବେ_ସରିବ_କୋରାପୁଟ_ସୁନାବେଡ଼ା_ରାସ୍ତା_କାମ? ସରୁନି ୨୬ ନମ୍ବର ଜାତୀୟ ରାଜପଥ ନିର୍ମାଣ କାମ । ଟିକିଏ ବର୍ଷାରେ କାଦୁଅ ଲଟପଟ ସ୍ଥିତିରୁ ଭୟଙ୍କର ଟ୍ରାଫିକ୍ ଜାମ୍। ଘଣ୍ଟା ଘଣ୍ଟା ଧରି ଅଟକି ରହୁଛି ହଜାର ହଜାର ଗାଡ଼ି ମୋଟର । #NationalHighw
#କେବେ_ସରିବ_କୋରାପୁଟ_ସୁନାବେଡ଼ା_ରାସ୍ତା_କାମ?
ସରୁନି ୨୬ ନମ୍ବର ଜାତୀୟ ରାଜପଥ ନିର୍ମାଣ କାମ । ଟିକିଏ ବର୍ଷାରେ କାଦୁଅ ଲଟପଟ ସ୍ଥିତିରୁ ଭୟଙ୍କର ଟ୍ରାଫିକ୍ ଜାମ୍। ଘଣ୍ଟା ଘଣ୍ଟା ଧରି ଅଟକି ରହୁଛି ହଜାର ହଜାର ଗାଡ଼ି ମୋଟର ।
#NationalHighw