NIA Investigation in Balasore: ପହଲଗାମ୍ ଆତଙ୍କୀ ହମଲା ଘଟଣାରେ ବାଲେଶ୍ୱରରେ NIA ଟିମର ତଦନ୍ତ

କେଉଁ ସମୟରେ ଏହି ଘଟଣା ଘଟିଲା ? ଆତଙ୍କବାଦୀମାନେ ଆସିବା ସମୟରେ କେଉଁ ପ୍ରକାରର ପୋଷାକ ପିନ୍ଧିଥିଲେ ? କେଉଁ ଦିଗରୁ ଆସିଥିଲେ ? କେଉଁ ପ୍ରକାରର ଅସ୍ତ୍ରଶସ୍ତ୍ର ଧରିଥିଲେ ? ସେମାନେ ଲୋକଙ୍କୁ କଣ ସବୁ କହିଥିଲେ ? ଆକ୍ରମଣ ସମୟରେ କଣ କହି ମାରୁଥିଲେ ? ସେମାନଙ୍କ ଉଦ୍ଦେଶ୍ୟ କଣ ଥିଲା ?

NIA Investigation in Balasore: ପହଲଗାମ୍ ଆତଙ୍କୀ ହମଲା ଘଟଣାରେ ବାଲେଶ୍ୱରରେ NIA ଟିମର ତଦନ୍ତ
Array