Nikki Tamboli Sensual Photos: ପ୍ରେମିକଙ୍କ ସହ ଶେୟାର କଲେ ସେନ୍‌ସୁଆଲ୍ ଫଟୋ; ଇଣ୍ଟରନେଟ୍‌ରେ ଲାଗିଲା ନିଆଁ

‘ବିଗ୍ ବସ୍ ମରାଠୀ ସିଜିନ୍ ୫’ର ଷ୍ଟାର୍‌ ଯୋଡି ନିକ୍କି ତମ୍ବୋଲି ଏବଂ ଅରବାଜ୍ ପଟେଲ ସେମାନଙ୍କର ଲାଟେଷ୍ଟ ଫଟୋ ସହିତ ଇଣ୍ଟର୍‌ନେଟ୍‌ରେ ହଲଚଲ ସୃଷ୍ଟି କରିଛନ୍ତି। ଏହି ଯୋଡି ଇନ୍‌ଷ୍ଟାଗ୍ରାମ୍‌ରେ ସେମାନଙ୍କର ଅତ୍ୟନ୍ତ ସେନ୍‌ସୁଆଲ୍ ଫଟୋ ଶେୟାର କରିଛନ୍ତି। ଏହାକୁ ଦେଖିଲେ ଆପଣଙ୍କ ମୁଣ୍ଡ ଲାଜରେ ନଇଁଯିବ।

Nikki Tamboli Sensual Photos: ପ୍ରେମିକଙ୍କ ସହ ଶେୟାର କଲେ ସେନ୍‌ସୁଆଲ୍ ଫଟୋ; ଇଣ୍ଟରନେଟ୍‌ରେ ଲାଗିଲା ନିଆଁ
Array