Nitesh Tiwari Ramayana: ନିତେଶ ତିୱାରୀଙ୍କ ଫିଲ୍ମ 'ରାମାୟଣ'ର ପୂରା ଷ୍ଟାର୍ କାଷ୍ଟ୍; ଜାଣନ୍ତୁ କିଏ କରିବେ କେଉଁ ଭୂମିକା

ଫିଲ୍ମର ସମ୍ପୂର୍ଣ୍ଣ ଷ୍ଟାର୍‌କାଷ୍ଟ୍‌ ବିଷୟରେ ସୂଚନା ଏବେ ସାମ୍ନାକୁ ଆସିଯାଇଛି। ରଣବୀର କପୁର ପ୍ରଭୁ ରାମ ଭୂମିକାରେ ଏବଂ ସାଇ ପଲ୍ଲବୀ ମାତା ସୀତା ଭୂମିକାରେ ନଜର ଆସିବେ। ଦକ୍ଷିଣ ଅଭିନେତା ୟଶ୍‌ ଫିଲ୍ମରେ ରାବଣ ଭୂମିକାରେ ନଜର ଆସିବେ। ଜାଣନ୍ତୁ ଆଉ କିଏ କେଉଁ ଭୂମିକାରେ ଅଛନ୍ତି।

Nitesh Tiwari Ramayana: ନିତେଶ ତିୱାରୀଙ୍କ ଫିଲ୍ମ 'ରାମାୟଣ'ର ପୂରା ଷ୍ଟାର୍ କାଷ୍ଟ୍; ଜାଣନ୍ତୁ କିଏ କରିବେ କେଉଁ ଭୂମିକା
Array