No House for Poor: ଯାହାର କିଛି ନାହିଁ, ତାକୁ ମିଳୁନି ଘର...ଥିଲାବାଲାଙ୍କୁ ଯାହାକୁ ଯେତେ !

ଗରିବ, ଅସହାୟ, ଭିନ୍ନକ୍ଷମ, ବିଧବା ଭଳି ନିମ୍ନବିତ୍ତ ମାନଙ୍କ ପାଇଁ ରହିଛି ଆବାସ ଯୋଜନା । ହେଲେ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ମିଳୁନଥିବା ବେଳେ ଅଯୋଗ୍ୟ ହାତେଇ ନେଇଥିବା ଅଭିଯୋଗ ହେଉଛି। ଗଂଜାମ ବେଲଗୁଣ୍ଠା ବ୍ଲକରୁ ଦେଖିବା ରିପୋର୍ଟ।

No House for Poor: ଯାହାର କିଛି ନାହିଁ, ତାକୁ ମିଳୁନି ଘର...ଥିଲାବାଲାଙ୍କୁ ଯାହାକୁ ଯେତେ !
Array