Northeast Floods Fury: ପୂର୍ବୋତ୍ତରରେ ପ୍ରକୃତିରେ ପ୍ରହାର; ଗଲାଣି ୫୦ରୁ ଅଧିକ ଜୀବନ, ସବୁକିଛି ଛାରଖାର୍
ଭାରତର ଉତ୍ତର-ପୂର୍ବରେ ତାଣ୍ଡବ ରଚିଛି ପ୍ରକୃତି । କେଉଁଠି ଗାଡି ମଟର ଭାସୁଛି ତ ଆଉ କେଉଁଠି ଭାସି ଯାଉଛନ୍ତି ଲୋକେ । ଯୁଆଡେ ଆଖି ପକାଇବ ସିଆଡେ ଖାଲି ପାଣି ଆଉ ପାଣି । ସିକ୍କିମଠୁ ଆରମ୍ଭ କରି ଅରୁଣାଚଳ ଯାଏ ହାହାକାର । ଆସାମରୁ ମଣିପୁର ଯାଏଁ ଜଳ ପ୍ରହାର ।