Noted Poet Padma Bhushan Ramakanta Rath’s Last Rites to Be Held Today with Full State Honors in Puri
ଆଜି ହେବ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ଅନ୍ତିମ ସଂସ୍କାର। ପୁରୀ ସ୍ବର୍ଗଦ୍ବାରରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ । ୯୧ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। #RamakantaRatha #Pas