Nvidia ଏବଂ ରିଲାଏନ୍ସ ମଧ୍ୟରେ ବଡ଼ ଚୁକ୍ତି, ଭାରତରେ ସ୍ଥାପନ କରିବେ ଏଆଇ କମ୍ପ୍ୟୁଟିଙ୍ଗ୍‌ ଭିତ୍ତିଭୂମି

ନୂଆଦିଲ୍ଲୀ: ଚିପ୍‌ ନିର୍ମାତା କମ୍ପାନି ଏନଭିଡିଆ (Nvidia) ସିଇଓ ଜେନସେନ ହୁଆଙ୍ଗ ଗୁରୁବାର ଏକ ବଡ଼ ସୂଚନା। ଭାରତରେ ଏଆଇ କମ୍ପ୍ୟୁଟିଙ୍ଗ୍‌ ପାଇଁ ଭିତ୍ତିଭୂମି ଏବଂ ଇନୋଭେସନ ସେଣ୍ଟର ସ୍ଥାପନ କରିବ ଏନଭିଡିଆ । ଏଥିପାଇଁ ଏନଭିଡିଆ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ସହ ବୁଝାମଣା କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନୂଆ ଆଧୁନିକ ଡାଟା ସେଣ୍ଟର ଏନଭିଡିଆର ନୂଆ ବ୍ଲାକଓ୍ବେଲ ଏଆଇ ଚିପ୍‌ର ବ୍ୟବହାର କରିବେ। ପୂର୍ବରୁ ଏନଭିଡିଆ ୬ଟି ସ୍ଥାନରେ ଏହାର କାମ କରୁଛି।ରିଲାଏନ୍ସ ଏବଂ ଏନଭିଡିଆ ମଧ୍ୟରେ ଏହି ବୁଝାମଣାର ଉଦ୍ଦେଶ୍ୟ ଦେଶରେ ମଜଭୁତ ଏଆଇ ଭିତ୍ତିଭୂମିର ନିର୍ମାଣ କରିବା। ମୁକେଶ ଅମ୍ବାନିଙ୍କ ସୂଚନା ଅନୁସାରେ, ଏହାଦ୍ବାରା କେବଳ ଯେ, ସ୍ଥାନୀୟ କ୍ଷମତାରେ ବୃଦ୍ଧି ହେବ ତାହା ନୁହେଁ, ବରଂ ଭାରତର ବିଶ୍ବ ସ୍ତରରେ ଏଆଇ ମାର୍କେଟରେ ଗୁରୁତ୍ବ ବଢ଼ିବ। ହୁଆଙ୍ଗ କହିଛନ୍ତି ଏହି ସହଭାଗିତା ଏଭଳି ଆପ୍ଲିକେସନ ମଧ୍ୟ ତିଆରି କରାଯିବ । ଯାହାକୁ ରିଲାଏନ୍ସ ଭାରତରେ ଉପଭୋକ୍ତାଙ୍କୁ ପ୍ରଦାନ କରିପାରନ୍ତି। ସେ ଆହୁରି କହିଛନ୍ତି ଚିପ୍‌ ନିର୍ମାଣ କରିବାରେ ଭାରତ ପୂର୍ବରୁ ହିଁ ବିଶ୍ବସନୀୟ। ଏନଭିଡିଆର ଡିଜାଇନିଂ ଏଠାରେ ବେଙ୍ଗାଲୁରୁ, ହାଇଦ୍ରାବାଦ, ପୁଣେରେ କରାଯାଉଛି। ଏନଭିଡିଆର ଏକ ତୃତୀୟାଂଶ ଅଂଶ ଭାରତୀୟ। ହୋଇପାରେ ଏହାଠାରୁ ଅଧିକ ହୋଇଥାଇପାରେ।’’

Nvidia ଏବଂ ରିଲାଏନ୍ସ ମଧ୍ୟରେ ବଡ଼ ଚୁକ୍ତି, ଭାରତରେ ସ୍ଥାପନ କରିବେ ଏଆଇ କମ୍ପ୍ୟୁଟିଙ୍ଗ୍‌ ଭିତ୍ତିଭୂମି

ନୂଆଦିଲ୍ଲୀ: ଚିପ୍‌ ନିର୍ମାତା କମ୍ପାନି ଏନଭିଡିଆ (Nvidia) ସିଇଓ ଜେନସେନ ହୁଆଙ୍ଗ ଗୁରୁବାର ଏକ ବଡ଼ ସୂଚନା। ଭାରତରେ ଏଆଇ କମ୍ପ୍ୟୁଟିଙ୍ଗ୍‌ ପାଇଁ ଭିତ୍ତିଭୂମି ଏବଂ ଇନୋଭେସନ ସେଣ୍ଟର ସ୍ଥାପନ କରିବ ଏନଭିଡିଆ । ଏଥିପାଇଁ ଏନଭିଡିଆ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ସହ ବୁଝାମଣା କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନୂଆ ଆଧୁନିକ ଡାଟା ସେଣ୍ଟର ଏନଭିଡିଆର ନୂଆ ବ୍ଲାକଓ୍ବେଲ ଏଆଇ ଚିପ୍‌ର ବ୍ୟବହାର କରିବେ। ପୂର୍ବରୁ ଏନଭିଡିଆ ୬ଟି ସ୍ଥାନରେ ଏହାର କାମ କରୁଛି।

ରିଲାଏନ୍ସ ଏବଂ ଏନଭିଡିଆ ମଧ୍ୟରେ ଏହି ବୁଝାମଣାର ଉଦ୍ଦେଶ୍ୟ ଦେଶରେ ମଜଭୁତ ଏଆଇ ଭିତ୍ତିଭୂମିର ନିର୍ମାଣ କରିବା। ମୁକେଶ ଅମ୍ବାନିଙ୍କ ସୂଚନା ଅନୁସାରେ, ଏହାଦ୍ବାରା କେବଳ ଯେ, ସ୍ଥାନୀୟ କ୍ଷମତାରେ ବୃଦ୍ଧି ହେବ ତାହା ନୁହେଁ, ବରଂ ଭାରତର ବିଶ୍ବ ସ୍ତରରେ ଏଆଇ ମାର୍କେଟରେ ଗୁରୁତ୍ବ ବଢ଼ିବ। 

ହୁଆଙ୍ଗ କହିଛନ୍ତି ଏହି ସହଭାଗିତା ଏଭଳି ଆପ୍ଲିକେସନ ମଧ୍ୟ ତିଆରି କରାଯିବ । ଯାହାକୁ ରିଲାଏନ୍ସ ଭାରତରେ ଉପଭୋକ୍ତାଙ୍କୁ ପ୍ରଦାନ କରିପାରନ୍ତି। ସେ ଆହୁରି କହିଛନ୍ତି ଚିପ୍‌ ନିର୍ମାଣ କରିବାରେ ଭାରତ ପୂର୍ବରୁ ହିଁ ବିଶ୍ବସନୀୟ। ଏନଭିଡିଆର ଡିଜାଇନିଂ ଏଠାରେ ବେଙ୍ଗାଲୁରୁ, ହାଇଦ୍ରାବାଦ, ପୁଣେରେ କରାଯାଉଛି। ଏନଭିଡିଆର ଏକ ତୃତୀୟାଂଶ ଅଂଶ ଭାରତୀୟ। ହୋଇପାରେ ଏହାଠାରୁ ଅଧିକ ହୋଇଥାଇପାରେ।’’