OAS Officers Resume Work : ଜଗା ପ୍ରଧାନ ଗିରଫ ପରେ ଆନ୍ଦୋଳନରୁ ହଟିଲା ଓଏଏସ୍ ସଂଘ

ଜଗା ପ୍ରଧାନ ଗିରଫ ହେବା ପରେ ଆନ୍ଦୋଳନରୁ ହଟିଲା OAS ସଂଘ । ଆଜିଠୁ କାର୍ଯ୍ୟରେ ଯୋଗ ଦେବେ ସମସ୍ତ କର୍ମଚାରୀ । କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ସଂଘ ।

OAS Officers Resume Work : ଜଗା ପ୍ରଧାନ ଗିରଫ ପରେ ଆନ୍ଦୋଳନରୁ ହଟିଲା ଓଏଏସ୍ ସଂଘ
Array