OCA ଆୟୋଜିତ ଅନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ କଟକ ଏ ଟିମ ଚମ୍ପିୟନ ହୋଇଛି।Cuttack A cricket team wins

ଓସିଏ ଆନୁକୂଲ୍ୟରେ ଆୟୋଜିତ ଅନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ କଟକ ଏ ଟିମ ଚମ୍ପିୟନ ହୋଇଛି । ବାରବାଟୀରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ କଟକ ଏ ଟିମ ଭୁବନେଶ୍ବର ଏ ଟିମକୁ 67 ରନରେ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି କଟକ