Ocean Darkening: କଳା ହେଉଛି ସମୁଦ୍ର, ଭୟଙ୍କର କ୍ଷତି ସହିବେ ଜୀବଜଗତ !

ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି 'ଓସନ ଡାର୍କେନିଂ' । ଧୀରେ ଧୀରେ କଳା ରଙ୍ଗ ଧାରଣ କରୁଛି ସମୁଦ୍ର ପାଣି । ସାମୁଦ୍ରିକ ଉଦ୍ଭିଦ ଓ ସାମୁଦ୍ରିକ ଜୀବରୁ ନେଇ ସମଗ୍ର ଜୀବଜଗତ ପ୍ରଭାବିତ ହେବାର ଆଶଙ୍କା ରହିଛି ।

Ocean Darkening: କଳା ହେଉଛି ସମୁଦ୍ର, ଭୟଙ୍କର କ୍ଷତି ସହିବେ ଜୀବଜଗତ !
Array