Odia Jatra Controversy: ପୁଣି ଯାତ୍ରା ଝାମେଲା, ଏଥର ମାଲିକ ବନାମ ମାଲିକ
ପୁଣି ଯାତ୍ରା ବିବାଦରେ ନୂଆ ନାଟକ ! ଏଥର ମାଲିକ ବନାମ୍ ମାଲିକ କଳି ! ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ କେନ୍ଦ୍ର କରି ପୂର୍ବରୁ ମୁଣ୍ଡ ଟେକିଥିବା ଯାତ୍ରା ବିବାଦ, ଏବେ କାହ୍ନା ଓ ଟିକିଙ୍କୁ ନେଇ ନୂଆ ମୋଡ଼ ନେଇଛି । ଦୁଇ ଚର୍ଚ୍ଚିତ ଯାତ୍ରା ପାର୍ଟି 'ସିଂହବାହିନୀ' ଓ 'ସୂର୍ଯ୍ୟମନ୍ଦିର' ମାଲିକ ମୁହାଁମୁହିଁ ।