Odia Jatra Controversy: ମାରାଥନ୍ ବୈଠକ ପରେ କଳାକାର ସଂଘର କଡ଼ା ଚେତାବନୀ,ବ୍ୟାନ୍ ଉଠାଅ, ନଚେତ୍...
ସମାଧାନର ବାଟ ଫିଟିଲାନି, ବରଂ ଆହୁରି ଘନେଇଲା ବିବାଦ । ଯାତ୍ରା ପାର୍ଟି ମାଲିକଙ୍କ ସହ କଳି ପ୍ରସଙ୍ଗରେ ଚରମ ନିଷ୍ପତ୍ତି ନେଇଛି ଯାତ୍ରା କର୍ମଚାରୀ ଓ କଳାକାର ସଂଘ । ଅଭିନେତା ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ବ୍ୟାନ୍ ନଉଠିଲେ ଯାତ୍ରା ବନ୍ଦ ଭଳି କଡ଼ା ଚେତାବନୀ ଶୁଣାଇଛି କଳାକାର ସଂଘ ।