Odia Pakhya to Be Celebrated from April 1-14 on CM Mohan Majhi’s Directive
#ଏପ୍ରିଲ_୧ରୁ_୧୪_ଯାଏଁ_ଓଡ଼ିଆ_ପକ୍ଷ ଏପ୍ରିଲ ୧ରୁ ୧୪ ଯାଏଁ ପାଳିତ ହେବ ଓଡ଼ିଆ ପକ୍ଷ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ଥର ଲାଗି ଏହି ପକ୍ଷ ପାଳିତ ହେବ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏହାର ଆୟୋଜନ
#ଏପ୍ରିଲ_୧ରୁ_୧୪_ଯାଏଁ_ଓଡ଼ିଆ_ପକ୍ଷ
ଏପ୍ରିଲ ୧ରୁ ୧୪ ଯାଏଁ ପାଳିତ ହେବ ଓଡ଼ିଆ ପକ୍ଷ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ଥର ଲାଗି ଏହି ପକ୍ଷ ପାଳିତ ହେବ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏହାର ଆୟୋଜନ