Odisha Assembly: କଂଗ୍ରେସର ଆଗ୍ରେସିଭ ମୁଡ୍, ଦିଶାହୀନ ହୋଇଛି ବିଜେଡି…ଲୋକଙ୍କ ସ୍ବାର୍ଥକୁ ଫୋକସ କରୁନି ଶଙ୍ଖ ଦଳ
୧୧ ଫେବ୍ରୁଆରୀ ୨୦୨୫ । ଭକ୍ତ ଚରଣ ଦାସ ନୂଆ ପିସିସି ସଭାପତି ନିଯୁକ୍ତ । ୧୫ ଫେବ୍ରୁଆରୀ ୨୦୨୫ । ଅଜୟ କୁମାର ଲଲ୍ଲୁଙ୍କୁ ନୂଆ ପିସିସି ପ୍ରଭାରୀ ଦାୟିତ୍ବ । ଅଜୟ ଓ ଭକ୍ତ ଅର୍ଥାତ୍ A ଓ B ବଳରେ ବଳିୟାନ୍ ହେଉଛି C ଅର୍ଥାତ୍ କଂଗ୍ରେସ ।