Odisha BJP State Chief Poll: ମୁଖିଆ କିଏ ହେବେ, କାଲି ସ୍ପଷ୍ଟ ହୋଇପାରେ, ଆବଶ୍ୟକ ହେଲେ ଜୁଲାଇ ୧ରେ ମତଦାନ

ରେସ୍ ଆଗରେ ରହିଛନ୍ତି ବର୍ତ୍ତମାନର ସଭାପତି ମନମୋହନ ସାମଲ। କାରଣ, ଗ୍ରାଉଣ୍ଡ ଜିରୋରେ ସବୁ ସ୍ତରରେ ନେତାଙ୍କୁ ନେଇ ଚାଲିବାର ଦକ୍ଷତା ମନମୋହନଙ୍କର ରହିଛି। ଗତ ନିର୍ବାଚନରେ ତାଙ୍କ ମ୍ୟାନେଜମେଣ୍ଟ ପାଇଁ ଦଳ ରାଜ୍ୟରେ ସରକାର ଗଠନ କରିପାରିଛି।

Odisha BJP State Chief Poll: ମୁଖିଆ କିଏ ହେବେ, କାଲି ସ୍ପଷ୍ଟ ହୋଇପାରେ, ଆବଶ୍ୟକ ହେଲେ ଜୁଲାଇ ୧ରେ ମତଦାନ
Array