Odisha Chief Minister's Stand on Bureaucratic Reform: କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀ, ସତରେ କ'ଣ ରହିଛି ଅଡୁଆ ?

ମୁଖ୍ୟମନ୍ତ୍ରୀଙ୍କର ଏହି ତାଗିଦକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ଉଠୁଛି ଓ ପଡ଼ୁଛି । ଏହିଭଳି ଏକ ପ୍ରତିକ୍ରିୟା ବି ବେଶ୍ ସ୍ୱାଭାବିକ । ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପଛର ଉଦ୍ଦେଶ୍ୟ ହେଲା ଯେ, ଅମଲାମାନେ ସେମାନଙ୍କର କ୍ଷେତ୍ର ପରିଦର୍ଶନ କର୍ତ୍ତବ୍ୟ ସମ୍ପାଦନ ନକରି ଅଧିକାଂଶ ସମୟରେ ନିଜର କାର୍ଯ୍ୟାଳୟରେ ବୈଠକ ଓ ଅନ୍ୟାନ୍ୟ କାର୍ଯ୍ୟରେ ବସି ରହୁଛନ୍ତି ।

Odisha Chief Minister's Stand on Bureaucratic Reform: କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀ, ସତରେ କ'ଣ ରହିଛି ଅଡୁଆ ?
Array